‘ବିରାଟ’ ପ୍ରସଙ୍ଗ : ‘ମୁଁ ନୁହେଁ ବିସିସିଆଇ ବୁଝିବ’- ସୌରଭ ଗାଙ୍ଗୁଲି

ମୁମ୍ବାଇ : ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ବିସିସିଆଇ ମଧ୍ୟରେ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ସେ କହିଛନ୍ତି ଯେ ଏ ନେଇ ସବୁକଥା ବିସିସିଆଇ ବୁଝିବ। କୋହଲିଙ୍କ ବିସ୍ଫୋରକ ସାମ୍ବାଦିକ ସମ୍ମିଳନୀ ପ୍ରସଙ୍ଗରେ ସାମ୍ବାଦିକମାନେ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ଗାଙ୍ଗୁଲି କହିଥିଲେ ଯେ ଏ ସମ୍ପର୍କରେ ତାଙ୍କର କିଛି କହିବାକୁ ନାହିଁ। ଏ କଥା … Continue reading ‘ବିରାଟ’ ପ୍ରସଙ୍ଗ : ‘ମୁଁ ନୁହେଁ ବିସିସିଆଇ ବୁଝିବ’- ସୌରଭ ଗାଙ୍ଗୁଲି